ହେଡଲାଇନସ୍:

କି ଦୁଃଖଦ :.୧୦ବର୍ଷର ବାଳିକା ଦୁଷ୍କର୍ମର ଶିକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ଏହିଥାନା ଅଂଚଳରେ ଜଣେ ୧୪ ବର୍ଷର ବାଳକ ଦ୍ୱାରା ୧୦ବର୍ଷର ବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଓଡ଼ଗାଁ ଥାନାରେ ୬୬/୨୦ରେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ବାଳକର ଡାକ୍ତରୀ ପରୀକ୍ଷା ପରେ ଜୁଭେନାଇଲ କୋର୍ଟ ନୟାଗଡ଼କୁ ପଠାଇଥିଲେ । ସେଠାରେ ଜାମିନି ନାମଞ୍ଜୁରୁ ହେବାରୁ ଶିଶୁ ଯୌନ  ନିର୍ଯାତନା ପ୍ରତିରୋଧ ଆଇନି ଅନୁସାରେ ଅଭିଯୁକ୍ତ ବାଳକକୁ ବାଳ ସୁଧାରଗୃହ ଅନୁଗୁଳୁ ପଠାଇ ଦିଆଯାଇଛି । ଅନ୍ୟ ପକ୍ଷରେ ପିଡ଼ିତାର ଡାକ୍ତରୀ ପରୀକ୍ଷା ହୋଇଥିବା ବେଳେ ବୁଧବାର ଦିନ ଅଦାଲତରେ ୧୬୪ରେ ବୟାନ ରେକଡ ହେବ ବୋଲି ଜଣାଯାଇଛି । ସୋମବାର ଦିନ ଅପରାହ୍ନରେ ୨ଭଉଣୀ ପାଠ ପଢିବାକୁ ଯାଉଥିବା ବେଳେ ଏଭଳି ଲଜ୍ୟାଜନକ ଘଟଣା ଘଟିଯାଇଥିଲା ।

0
0
0
s2sdefault