ହେଡଲାଇନସ୍:

କରୋନା ପାଇଁ ଆଇଇସି ଟିମ ଗଠିତ, ବାଗଚି ମୁଖ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଭୁତାଣୁ (COVID 19) ସମ୍ପର୍କରେ ରାଜ୍ୟବ୍ୟାପି ସଚେତନତା ସୃଷ୍ଟି କରିବା ପାଇଁ ବହୁବିଧ ପଦକ୍ଷେପ ସକାଶେ ରାଜ୍ୟ ସରକାର ଏକ ଆଇଇସି ଟିମ ଗଠନ କରିଛନ୍ତି | ରାଜ୍ୟ କୌଶଳ ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କୁ ଏହି ଟିମର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି | କରୋନା ଭୁତାଣୁ (COVID 19) ପ୍ରସଙ୍ଗରେ ଶ୍ରୀ ବାଗଚିଙ୍କୁ ମୁଖ୍ୟ ମୁଖପାତ୍ର ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି |  ସେ ଏହି ପ୍ରସଂଗରେ ଆଇଇସି ଟିମକୁ ଗଣମାଧ୍ୟମ ବିବରଣୀ ପାଇଁ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବେ | 

 

0
0
0
s2sdefault