ହେଡଲାଇନସ୍:

ନାବାଳିକା ଉଦ୍ଧାର, ଅପହରରଣକାରୀ ଯୁବକ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଜଣେ ଅପହୃତା ନାବାଳିକାକୁ ଓଡ଼ଗାଁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ରେଳଷ୍ଟେସନରୁ ଉଦ୍ଧାର କରିଥିବା ସହିତ ଅପହରରଣକାରୀ ଯୁବକ ଓଡ଼ଗାଁ ଥାନା ଅନ୍ତର୍ଗତ ଭାଲିଆଡିହି ଗ୍ରାମର ବିପିନ କୁମାର ନୟକ(୨୩)କୁ ଗିରଫ କରିଛନ୍ତି । ଗତ ୭ ତାରିଖ ଦିନ ନାବାଳିକା ଅପହରଣ ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଓଡ଼ଗାଁ ମାଜିଷ୍ଟେ୍ରଟଙ୍କ ନିକଟରେ ୧୬୪ରେ ନାବାଳିକାଙ୍କ ବୟାନ ରେକଡ ପରେ ବାପା ମାଙ୍କୁ ହସ୍ତାନ୍ତର କରାଯାଇଥିଲା । 

 

0
0
0
s2sdefault