ହେଡଲାଇନସ୍:

ବିଜେଡି କାର୍ଯ୍ୟକାରିଣୀ ବୈଠକ ସ୍ଥଗିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ)-ଆସନ୍ତା ମାର୍ଚ୍ଚ 16 ତାରିଖରେ ଅନୁଷ୍ଠିତ ହେବାକୁ ଥିବା  ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ  ସ୍ଥଗିତ ରଖାଯାଇଛି । ଦଳପକ୍ଷରୁ ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି । 

0
0
0
s2sdefault