ହେଡଲାଇନସ୍:

ସୂର୍ଯ୍ୟ ଓ ନରସିଂହଙ୍କ ସହ ମିଶି ହାତ ଧୋଇଲେ ନବୀନ: ଦେଲେ ସଚେତନତାର ବାର୍ତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର:  ସମ୍ପ୍ରତି ଦେଶରେ ଦେଖା ଦେଇଥିବା କରୋନା ଆତଙ୍କ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଆଜି ବିଧାନସଭା ପରିସରରେ ମଧ୍ୟ ସେଫ ଓଡିଶା ଅଭିଯାନ ଅନ୍ତର୍ଗତ ଏକ ସାମୁହିକ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମିଳିତ ଭାବେ ହାତଧୋଇ ସାରାରାଜ୍ୟକୁ ଏକ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଓ ବିଧାୟକ ବିଧାୟିଜା ମାନେ ସାମିଲ ହୋଇ ହାତ ସାମୁହିକ ଭାବେ ଧୋଇଥିଲେ ।

0
0
0
s2sdefault