କୋମନା (ଭାଗିରଥି ଭୋଇ)- ୟେସ ବ୍ୟାଙ୍କ ଦେବାଳିଆ ଅବସ୍ଥାରେ ଥିବା ବେଲେ ଏହାର ପରିଣାମ ଭୋଗିବାକୁ ପଡୁଛି ସାଧାରଣ ଗ୍ରାହକଙ୍କୁ । ସେଭଳି ୟେସ ବ୍ୟାଙ୍କ ଦ୍ୱାରା ପ୍ରଚଳିତ ପେ ନିଅରବାଏ ବ୍ୟବହାରକାରୀ ଏବେ ଚିନ୍ତାରେ । ଏହି ଆପ ବ୍ୟବହାର କରି ସେମାନେ ଗ୍ରାହକଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗର ସୁବିଧା ଯୋଗାଇ ଦେଉଥିବା ବେଲେ ତାହା ଏବେ ଦ୍ୱନ୍ଦରେ । ଏହିି ଆପରେ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ଫସି ରହିଥିବା ବେଲେ କିଭଳି ଭାବରେ ଫେରି ପାଇବେ ତାକୁ ନେଇ ଚିନ୍ତାରେ । କଷ୍ଟମ୍ପର କେୟାରକୁ ଯୋଗା୍େୟାଗ କଲେ କିଛି ଦିନ ଲାଗିବ ବୋଲି କହୁଥିବା ବେଲେ କେବେ ଠିକ୍ ହେବ କାହାକୁ ବି ଜଣା ନାହିଁ । କିଛି ଦିନ ତଳେ ଏହି ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିବା ପରେ ଏହା ଉପରେ ରୋକ ଲାଗାଇଥିଲା ରିର୍ଜଭ ବ୍ୟାଙ୍କ । ଫଳରେ ଫୋନ ପେ ନାମକ ଆପ ମଧ୍ୟ ବନ୍ଦ ହୋଇଯାଇଥିଲା ।
ରାଜ୍ୟ
ଖାଲି ଶ୍ରୀମନ୍ଦିର ନୁହଁ ବା, ଏବେ ଚିନ୍ତାରେ ପେ ନିଅର-ବାଏ ବ୍ୟବହାରକାରୀ !
- Hits: 464