ହେଡଲାଇନସ୍:

 ଗାୟତ୍ରୀ ଶକ୍ତି ପୀଠରେ ସଂସ୍କାରମୂଳକ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ:  କମଳିବଜାର ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ସଂସ୍କାର ମୂଳକ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସାହୁ କଲୋନୀର ସାଇ ସ୍ଵଂୟ ସହାୟକ ଗୋଷ୍ଠୀ ପକ୍ଷରୁ "ସୃତି ଉପବନ " ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l 

            ଏହି ଅବସରରେ ଦିନ ଦୟାଲ ଅଗ୍ରୱାଲ, ରାଜନ ପଟେଲ,ତୁଷାର ପଟନାୟକ, ଉପେନ୍ଦ୍ର ପାଢ଼ୀ  ସୂର୍ଯ୍ୟ ପଣ୍ଡା, ନଳିନୀ ପୂଜାରୀ, ଭୂମି ସୁତା ପ୍ରଧାନ, ଗୋବିନ୍ଦ ହୋତା, ଗୋବିନ୍ଦ ଅଗ୍ରୱାଲ, ଦିଲୀପ ସାନବଡ, ସୁଧାଂଶୁ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault