ହେଡଲାଇନସ୍:

ମାର୍ଚ୍ଚ 25 ବାରିପଦା ବନ୍ଦ ଡାକରା ଦେଲା ଭଞ୍ଜସେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା (ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପାରିଟେଣ୍ଡେଣ୍ଟ ବୈକୁଣ୍ଠ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ମାର୍ଚ୍ଚ ୫ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବାର ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା । ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।  ଉକ୍ତ ବନ୍ଦ ସହିତ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଏବଂ ଜିଲ୍ଲାକୁ ସଂଯୋଗ କରୁଥିବା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ,  ପଶ୍ଚିମବଙ୍ଗର ଜନସାଧାରଣଙ୍କ ବୃହତ୍ତ ସାମୁହିକ ସ୍ୱାର୍ଥ ଜଡିତ ରହୁଥିବାରୁ ସହରବାସୀ ସମର୍ଥନ ଜଣାଇବା ନିମନ୍ତେ  , ବଣିକ ସଂଘ, ଓକିଲ ସଂଘ  ଆଦି ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀମାନଙ୍କୁ ଆହ୍ବାନ ଦିଆଯାଇଛି ।

0
0
0
s2sdefault