ହେଡଲାଇନସ୍:

ମିଳିଲା ନିଖୋଜ ବବଲୁର ମୃତ ଦେହ : ବଳି ପାଇଁ କରାଯାଇଛି ହତ୍ୟା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର/ ନିରୋଜ ମିଶ୍ର : ଦେଓଗାଁ ବ୍ଲକ୍‌ ସାରସମାଲ ଇଟାଭାଟି ନିକଟରେ ଥିବା ନଦୀ ପଠାରୁ ନିଖୋଜ ବବଲୁ ବଗର୍ତ୍ତିଙ୍କ ମୃତଦେହକୁ ଠାବ କରିଛି ପୋଲିସ । ପୂର୍ବରୁ ସିଲେଟକାନି-ସାରସମାଲ ରାସ୍ତାରେ ଗୋଟିଏ ଖଣ୍ଡବିଖଣ୍ଡିତ ଗୋଡ଼ ମିଳିଥିଲାଗତ ଜାନୁଆରୀ ୨୨ ତାରିଖରେ ସିଲେଟକାନିର ୧୧ ବର୍ଷର ବବଲୁ ବଗର୍ତ୍ତି ନିଖୋଜ ଥିଲେ । ବବଲୁଙ୍କୁ ବଳି ପାଇଁ ହତ୍ୟା କରାଯାଇଛି ବୋଲି ତାଙ୍କର ପରିବାରଲୋକେ ସନ୍ଦେହ କରଛନ୍ତି ।

 

0
0
0
s2sdefault