ହେଡଲାଇନସ୍:

ପୁଣି ମାତିଲେଣି ହାତୀ, ଲୋକଙ୍କ ମନରେ ଭୀତି ( See Video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଙ୍ଗ ନଦୀରେ ଗଜ, ପୁଣି ଚଳାଇବ କି ଆତଙ୍କ ରାଜ 

ଜାମସେଠ:/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅର୍ନ୍ତଗତ ଚେରଙ୍ଗାଝାଞ ସ୍ଥିତ ଅଙ୍ଗ ନଦୀ ରେ ଏବେ ସକାଲ ୯ଟା ଏକ ହାତୀ ଥିବାର ଦେଖି ଥିଲେ।କିନ୍ତୁ ଲୋକେ ଆଠରୁ ଅଧିକା ହାତୀ ଥିବାର ଅନୁମାନ କହୁଛନ୍ତି । ଗତରାତି ରେ ମାଣ୍ଡୋସିଲ କାଦୋଘୁଚା ଠାରେ ଲୋକେ ହାତୀ ଦେଖିଥିଲେ।ଆଜି ସକାଲୁ ଡ଼ୁମେରବାହାଲ ପଟୁ ଚେରଙ୍ଗାଝାଞ ପଟ ଅଙ୍ଗ ନଦୀ ଦେଇ ନିଲାଥର ପଟକୁ ହାତୀ ଯିବାର ଲୋକେ ଦେଖିଥିଲେ।ଏକାଧିକ ହାତୀ ଥିବାର ଅନୁମାନ କରୁଛନ୍ତି।ଗତ ବର୍ଷ ର ଛାତି ଥରା ଘଟଣାରୁ ଲୋକେ ବହୁତ ଭୟଭିତ।ଜଙ୍ଗଲବିଭାଗ କୁ ଖବର ଦିଆଯାଇଛି।ଶିଘ୍ର ପଦକ୍ଷେପ ନିଆଯାବାକୁ ଜଣାଇ ଦିଆଯାଇଛି।

 

0
0
0
s2sdefault