ପ୍ରଶାସନର ଅନୁରୋଧ ସତ୍ତ୍ୱେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ଅଧୀନସ୍ଥ ବେଲାଦୁଲା ଗ୍ରାମର ମାଉଳିପୀଠରେ ଗଡିଲା ଶତାଧିକ ପଶୁଙ୍କ ମୁଣ୍ଡ I ଆଉ ବଳି ପଡିବା ପୂର୍ବରୁ ଦୁଇ ନିରୀହ ପ୍ରାଣୀ ଏକ ସ୍ନେହ ବୋଳା ମୁହୂର୍ତ୍ତରେ |
ରାଜ୍ୟ
ଏତିକି ସମ୍ପର୍କ ଏଇ ଜନ୍ମ ପାଇଁ , ଯଦି ଭାଗ୍ୟରେ ଲେଖା ଥିବ ପୁଣି ଦେଖାହେବ ଆର ଜନମରେ
- Hits: 396