ହେଡଲାଇନସ୍:

ମୟୂରଭଞ୍ଜର ନୂତନ ଅତିରିକ୍ତ ଜିଲ୍ଲାପାଳ  ସ୍ୱଧା ଦେବ ସିଂଙ୍କ ଦାୟିତ୍ୱ ଗ୍ରହଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା (ଦିଲ୍ଲୀପ ମହାନ୍ତି):  ମୟୂରଭଞ୍ଜ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ସ୍ୱଧା ଦେବ ସିଂ କାର୍ଯ୍ୟରେ ଯୋଗଦାନ ପୂର୍ବକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଗଜପତି ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଉଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବରେ ତାଙ୍କର ଯୋଗଦାନ ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ  ତଥା କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।

0
0
0
s2sdefault