ହେଡଲାଇନସ୍:

 ବିଜେଡ଼ି କାର୍ଯ୍ୟକାରୀ ସଦସ୍ୟଙ୍କ ଅଶ୍ଳୀଳ ଫଟୋ ଭାଇରାଲ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ଆସ୍କାର ଅନିଲ କୁମାର ପାଣିଗ୍ରାହୀ ରାଜ୍ୟ ବିଜେଡ଼ି କାର୍ଯ୍ୟକାରୀ ସଦସ୍ୟ ଏକ ମହିଳାଙ୍କ ସହିତ ଅସଂଜତ ଅବସ୍ଥାରେ ଥିବା ଫଟୋ ଆସ୍କା ଅଞ୍ଚଳରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ବିଜେଡ଼ିର ମା’କୁ ସମ୍ମାନ ସ୍ଳୋଗାନ ବାସ୍ତବରେ କାର୍ଯ୍ୟକାରୀ ନୁହେଁ ତାହାର ଜ୍ୱଳନ୍ତ ଉଦାହରଣ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଜିଲାରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ପାଇଁ ଆସନ୍ତା କାଲି କଟକସ୍ଥିତ ସାଇବରସେଲ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯିବ ବୋଲି ଆସ୍କା ଯୁବ କଂଗ୍ରେସ ସଭାପତି କହିଛନ୍ତି । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆସ୍କା ଯୁବକଂଗ୍ରେସ ସଭାପତି ଓ ଓଡ଼ିଶା ପ୍ରଦେଶ ଲିଗାଲସେଲ କଂଗ୍ରେସ ସଭାପତି  ଦେବାଶିଷ ମହାପାତ୍ର କହିଛନ୍ତି |

0
0
0
s2sdefault