ଦହିର ବ୍ୟାକ୍ଟେରିଆ କମାଇବ କଲେଷ୍ଟ୍ରଲ ଓ ରକ୍ତଚାପ : ଏନଆଇଟିର ବୈଜ୍ଞାନିକଙ୍କ ଅନୁସନ୍ଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉକେଲା/Susanta Behera  :ବିଶ୍ୱରେ ପାଖପାଖି ୧୦୦କୋଟି ଲୋଗ ଉଚ୍ଚ ରକ୍ତଚାପ ଓ କଲଷ୍ଟେ୍ରଲର ଜନିତ ସମସ୍ୟାର ସାମନା କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୂଏଚ୍ଓର) ଗୋଟିଏ ରିପୋର୍ଟ ଅନୁଯାୟୀ ପାଖାପାଖି ୭୦ଲକ୍ଷ ଲୋଗ ଏହି ରୋଗରେ ପୀଡିତ ହୋଇ ଜୀବନ ହରାଇଛନ୍ତି । କିନ୍ତୁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି), ରାଉରକେଲାର ବୈଜ୍ଞାନିକ ଏବେ ରୋଗର ଚିକିତ୍ସା ସମ୍ଭବ କରି ପାରିଛନ୍ତି । ଏହି ଅନୁସନ୍ଧାନ ଅନୁସାରେ ଗ୍ରୀନ ଟି, ସୋୟା ପ୍ରୋଟିନ ଓ ଦହିରେ ଥିବା ବ୍ୟାକ୍ଟେରିଆ କଲେଷ୍ଟ୍ରଲ ଓ ରକ୍ତଚାପକୁ କମାଇବାରେ ସହାୟକ ହେବ । 

 ଏନ୍ଆଇଟି ରାଉରକେଲା ଜୀବ ବିଜ୍ଞାନ ବିଭାଗର ପ୍ରୋଫେସର ରସୁ ଜୟାବାଲନ ଏହି ଅନୁସନ୍ଧାନ କରଛନ୍ତି ।   ଏ ବିଷୟରେ ଅନୁସନ୍ଧାନକାରୀ କହନ୍ତି, ଆମେ ଲଗାତାର ଏହି ପ୍ରଚେଷ୍ଟା କରୁଛୁ ଯେ, ଉତମ ପ୍ରୋବାୟୋଟିକ୍ସ ଓ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବ୍ୟାକ୍ଟେରିଆକୁ ଚିହ୍ନା ଯାଇପାରୁ । ଆମ୍ଭର ଦୀର୍ଘକାଳୀନ ପ୍ରୟାସ ଏଇୟା ଯେ, ଏମିତି  ପ୍ରୋବାୟୋଟିକ୍ସ ସୃଷ୍ଟି ହେଉ ଯାହା ରକ୍ତଚାପ କମ୍ କରିବାରେ ସାହାଯ୍ୟ କରିବ । ପ୍ରୋବାୟୋଟିକ୍ସ ସୁକ୍ଷ୍ମଜୀବୀ ଅଟନ୍ତି । ଏଥିରେ ଲେକ୍ଟୋବେସିଲ୍ସ ଭଳି ଏସିଡୋଫିଲ୍ସ ବ୍ୟାକ୍ଟେରିଆ ରହିଛନ୍ତି । ଏମାନେ ପାଚନତନ୍ତ୍ର ପାଇଁ ଖୁବ ଲାଭଦାୟକ । ପ୍ରୋଫେସର ଜୟାବାଲନଙ୍କ ସହ ଏହି ଅନୁସନ୍ଧାନରେ ସାହୁ ମୌମିତା, ଭାସ୍କର ଦାସ, ଅର୍ଚନା ସୌନ୍ଦଯ୍ୟ, ସଂଘମିତ୍ରା ସେନାପତି ସାମିଲ ଅଛନ୍ତି । କାନାଡାର ମ୍ୟାକଗିଲ ବିଶ୍ୱବିଦ୍ୟାଳୟର ଜଣେ ଅନୁସନ୍ଧାନକାରୀ ୧୨ବର୍ଷର ଅନୁସନ୍ଧାନ ପରେ ଏହା ପ୍ରମାଣିତ କରିଥିଲେ ଯେ, ଦହିରେ ଥିବା ବ୍ୟାକ୍ଟେରିଆ କଲେଷ୍ଟ୍ରଲକୁ କମ କରିବାରେ ସହାୟକ ହୁଏ । ହେଲେ ଜୟାବାଲନ ଏବଂ ତାଙ୍କ ଟିମ୍ ଏହି ଅନୁସନ୍ଧାନଠୁ କିଛି ପାଦ ଆଗକୁ ଯାଇ ଏମିତି ପଦାର୍ଥ ତିଆରି କରିଛନ୍ତି ଯାହା ଦହିରୁ ବାହାର କରାଯାଇଥିବା ବ୍ୟାକ୍ଟେରିଆ, ଗ୍ରୀନ ଟି ଓ ସୋୟା ପ୍ରୋଟିନର ମିଶ୍ରଣ । ତାଙ୍କର ଏହି ଅନୁସନ୍ଧାନ ଫୁଡ୍ କେମେଷ୍ଟ୍ରି ପତ୍ରିକାରେ ପ୍ରକାଶିତ ହୋଇଛି । ଅନୁସନ୍ଧାନକାରୀମାନେ ଏହି ମିଶ୍ରଣକୁ ତିଆରି କରିବା ପାଇଁ ଦହିର ବ୍ୟାକ୍ଟେରିଆକୁ କ୍ଷୀରରେ ମିଶାଇ ସେଥିରେ ସୋୟା ମିଶାଇଲେ । ଏହାପରେ ଏହି ମିଶ୍ରଣରେ ପ୍ରୟୋଗ କରାଗଲା । ଅନୁସନ୍ଧାନରୁ ପ୍ରକାଶ ପାଇଲା ଯେ, ଦହିରେ ରହିଥିବା ଲେକ୍ଟୋବେସିଲ୍ସ ହଲେଓଟାଇକ୍ସ କଲେଷ୍ଟ୍ରଲକୁ କମ କରିବାର କ୍ଷମତା ରଖିଥାଏ । ଯଦି ଏହି ମିଶ୍ରଣକୁ ଚାରି ଡିଗ୍ରୀ ସେଲ୍ସିୟସରେ ରଖି ୧୫ଦିନ ଭିତରେ ସେବନ କରାଯାଏ ତେବେ ଏହା ଲାଭକାରୀ ହୋଇଥାଏ । ଏହି ବିଷୟରେ ଜୟାବାଲନ କୁହନ୍ତି, ଆମେ ଏକ ସ୍ୱସ୍ଥ ତଥା ପ୍ରାକୃତିକ ଆହାର ତିଆରି କରିବାକୁ ଚେଷ୍ଟା କରୁଛି ଯାହା ଚିକିତ୍ସାର ଆବଶ୍ୟକତାକୁ କମ୍ କରି ଦେଇ ପାରିବ 

 

अब दही के बैक्टीरिया से होगा रक्तचाप और कोलेस्ट्राल का इलाज
एनआईटी राउरकेला के वैज्ञानिकों की खोज
दुिनिया के लगभग लगभग 100करोड़ लोग उच्च रक्तचाप और कोलेस्ट्राल की समस्या से जूझ रहे हैं । विश्व स्वास्थ्य संगठन के अनुसार इस बीमारी से सालाना 70 लाख लोग अपनी जान गवां रहे हैं । लेकिन राष्ट्रीय प्रोद्यौगिकी संस्थान (एनआईटी) राउरकेला के वैज्ञानिकों ने अब इस बीमारी का इलाज ढूंढ लिया है । जीव विज्ञान में खाद्या जीव वैज्ञानिक प्रोफेसर रसु जयाबालन और उनकी टीम ने यह संभव कर दिखाया है । शोध के मुताबिक ग्रीन टी, सोया प्रोटीन और दही से निकाले गए बैक्टीरिया का मिश्रण उच्च कोलेस्ट्राल और रक्तचाप को कम करने में मददगार साबित हो करता है । 
शोधकर्ताओं के मुताबिक, अध्ययन के दौरान यह पता चला है कि दही में मौजूद बैक्टीरिया कोलेस्ट्राल के स्तर को कम करने में काफी लाभकारी है । साथ ही वह उस एंजाइम को नियंत्रित करने में मदद करता है जिससे उच्च रक्तचाप की समस्या होगी है । उन्होंने कहा कि अभी शोध लैब आधारित है और उसे जानवरों पर प्रयोग से साबित करना बाकी है । प्रोफेसर जयाबालन ने कहा कि हम लगातार इस कोशिश और प्रयोग में लगे हैं कि बेहतरीन प्रोबायोटिक्स और स्वास्थ्य के लिए लाभदायक बैक्टीरिया की पहचान कर सकें । उन्होंने कहा कि हमारा दीर्घकालीन प्रयास है कि एेसा प्रोबायोटिक्स इजाद किया जाए जिसका इस्तेमाल स्टैटिंस, जो दवा रक्तचाप को नियंत्रित करने में इस्तेमाल की जाती है, की जगह इस्तेमाल की जाके । प्रोबायोटिक्स स्वाभाविक रूप से सृक्ष्मजीव होते हैं । इसमें लैक्टोबैसिलस जैसे आंत बैक्टीरिया शामिल है । इनके इस्तेमाल से लंबे समय में यह पाचनतंत्र को फायदा पहुंचाते हैं । इस अध्ययन में साहू मौमिता, भास्कर दास, अर्चना सौंदर्य, संघमित्रा सेनापति आदि शामिल हैं । मैकगिल विश्वविद्यालय, कनाडा के एक शोधकर्ता ने 12 साल के ्ध्ययन के बाद इसे साबित किया कि दही में मौजूद बैक्टीरिया कालेस्ट्राल को कम करने में सहायक है । जयाबालन और उनके साथियों ने इससे आगे बढ़कर एक एेसा पदार्थ बनाया है जिसमें दही से निकाले गए बैक्टीरिया, ग्रीन टी और सोया प्रोटीन मिश्रण हो । उनका यह शोध केमिस्ट्री पत्रका में प्रकाशित किया गया है । जयाबालन की टीम ने इस मिश्रण को तैयार करने के लिए दही के बैक्टीरिया को ताजे दूध में मिलाया और उसमें सोया के छिलके को भी डाला । फिर इस मिश्रण को कोलेस्ट्राल कम करने और एंजियोटेंसिन कनवर्टिंग एंजाइम को नियंत्रित करने के लिए प्रयोग किया । इनके अध्ययन से यह सामने आया है कि दही में मौजूद लैक्टोबैसिलस हल्वोटाइकस के पास कोलेस्ट्राल  कम करने की अद्भुत क्षमता रखते हैं । इस बारे में जयाबालन ने कहा कि हम एक स्वस्थ और प्राकृतिक आहार बनाना चाहते हैं जो कि चिकित्सा के आवश्यकताओं को कम करे ।

 

Curd Bacteria to fight high blood pressure and cholesterol

Rourkela: A cocktail of green tea, soy protein and bacteria extracted from curd may help combat high blood pressure and cholesterol. Laboratory studies by scientists at the National Institute of Technology( NIT), Rourkela have suggested.

       The researchers say their studies have shown that the curd bacteria can reduce cholesterol levels and suppress a key enzyme that drives high blood pressure. They are yet to validate the finding through animal studies. In this matter Professor Rasu Jayabalan of Life Science department of NITR, who also led the study, says, ‘’ We are trying to identify the most promising among probiotics or health friendly bacteria. Our long term goal is to design natural products based on probiotics that could substitute for statins. Probiotics are naturally occurring microorganisms such as certain gut bacteria, including  Lactobacillus acidophilus, long known to have beneficial effects on the digestive system. But medical researchers across the world have also been exploring probiotics role in fortifying the immune system, fighting and correcting the adverse effects of antibiotics.  Researchers at McGill University Canada who have worked on this probiotic for the past 12years showed last year that a yogurt formulation loaded with this bacteria is safe and effective in lowering cholesterol.

Jaybalan and his team decided to create a single ‘nutrition packed functional food’ that would combine the benefits from probiotics curd, anti-oxidants from green tea and protein subunits from soy. Their findings have been published in the journal Food Chemistry. The NIT researchers have also shown that the soy fortified green tea curd serve an effective carrier to probiotics in sufficient amounts and stored at 4 degrees Celsius. But on the 21st day, their studies show, there was a six-fold drop in the probiotic content of the product. ‘’We are hoping such natural products, along with healthy balanced diet, will eliminate or at least reduce the need for medical therapy’’, said Jayabalan.

 

Research scholar Sahoo Moumita, Bhaskar Das, Archana Sundarary, physician Sanghamitra Satpathi worked on the project with professor Jayabalan. 

0
0
0
s2sdefault