ହେଡଲାଇନସ୍:

User Rating: 4 / 5

Star ActiveStar ActiveStar ActiveStar ActiveStar Inactive

 ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ  ସମ୍ମୁଖରେ ଚାଷୀଙ୍କ ଧାରଣା     ନୂଆପଡ଼ା,(ଅମିତ ପୁରୋହିତ) : ଜିଲ୍ଲାରେ ଖରିପ ଧାନ ସଂଗ୍ରହର ବନ୍ଦ ହୋଇଗଲା । ଏବେ ବି ଜିଲ୍ଲାର ଅନେକ ମଣ୍ଡି ଓ ଘରେ  ହଜାର ହଜାର ବସ୍ତା ପଡି ରହିଛି । ଏଭଳି...

0
0
0
s2sdefault

User Rating: 0 / 5

Star InactiveStar InactiveStar InactiveStar InactiveStar Inactive

 ସମାଧାନ ପାଇଁ ରାଜ୍ୟ ଖାଉଟି ସୁରକ୍ଷା ପରିଷଦ ସଭ୍ୟା ଙ୍କ ଦାବୀ ଗୁଣପୁରରୁ ସିଦ୍ଧାର୍ଥ ଦାଶ - ଗୁଣପୁର ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସମସ୍ୟା ରହିବା ସହ ବିଦ୍ୟୁତ୍ ର ଲୋଭୋଲ୍ଟେଜ ରହୁଥିବା କାରଣ ରୁ ଜନ ଜୀବନ ଅସ୍ତବ୍ୟସ୍ତ...

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା କୋମଣ୍ଡ ପଂଚୟତ ଅନ୍ତର୍ଗତ ନବତନôପୁର ଗ୍ରାମରେ ଜଣେ ମହିଳାଙ୍କ ଅସ୍ୱଭାବିକ ମୃତ୍ୟୁକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ  ମହିଳାଙ୍କ ବାପା ଓଡଗାଁ ଥାନାରେ ଅଭିଯୋଗ କରିବା ପରେ...

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

ଜଗତସିଂହପୁର(ରମେଶ ମହାନ୍ତି)-କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ବିଦ୍ୟାଳୟ ପରିସରରେ ଜନୈକା ୭ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯିବାକୁ ପଡିଛି।...

0
0
0
s2sdefault

User Rating: 0 / 5

Star InactiveStar InactiveStar InactiveStar InactiveStar Inactive

 ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ରାଉତମୁଣ୍ଡା ଗାଁରେ ବାଣ ଫୁଟି ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି । ଆହତଦ୍ୱୟ ହେଲେ ମୁନିରାମ ଛତିଆଙ୍କ ଝିଅ କବିତା (୫) ଓ ପୁଅ ଗଣେଶ...

0
0
0
s2sdefault