- Hits: 1313
ମାତୃ ନିକେତନରେ ମାତ୍ରାଧିକ ଦୁର୍ନୀତି ଅଭିଯୋଗ : ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ 6 ଜଣିଆ ଟିମ ଖୋଲତାଡ଼
Baragarh : ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଆଶ୍ରମରେ ରହୁଥିବା ଅନାଥ ଶିଶୁଙ୍କ ନାଁ ଆସୁଥିବା ସରକାରୀ ଓ ବେସରକାରୀ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ...