- Hits: 502
କରୋନାରେ ବରିଷ୍ଠ ନେତା ନୃସିଂହ ରାଉତଙ୍କ ପରଲୋକ
ଓଡ଼ଗାଁ( ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲାରେ କରୋନା ତାର କାୟା ବିସ୍ତାରୀ ଚାଲିଥିବା ବେଳେ ଆଜି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର ପଂଚାୟତ ବରିଷ୍ଠ ନେତା ନୃସିଂହ ଚରଣ ରାଉତଙ୍କର ମୃତ୍ୟୁ ଘଟିଛି । ସେ କିଛିଦିନ ତଳେ କରୋନା ଆକ୍ରାନ୍ତ...








