- Hits: 247
ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଉଦଯାପିତ - ୬୧ ୟୁନିଟ ରକ୍ତ ସଂଗ୍ରହ l
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )- "ଓଡିଶା - ମୋ ପରିବାର " ଜୀବନବିନ୍ଦୁ ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ କ୍ରାନ୍ତି ଦିବସ ଅଗଷ୍ଟ ୯ ତାରିଖ ରୁ ସ୍ୱାଧୀନତା ଦିବସ...