- Hits: 844
ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ଜୁମ୍ବୋ ଟିମ: ସୁବାଷିନୀ, ସୁଲତା, ନିବେଦିତା କାର୍ଯ୍ୟକାରୀ ସଭାନେତ୍ରୀ
କସ୍ତୁରୀ ମହାସଚିବ, ଉପଦେଷ୍ଟା ଭାବେ ରାଜଶ୍ରୀ, ମଞ୍ଜୁଲତା, ରିତା, ଲତିକା ଓ ନନ୍ଦିନୀ କମିଟିରେ ୯ ବରିଷ୍ଠ ଉପସଭାନେତ୍ରୀ, ୨୭ ଉପସଭାନେତ୍ରୀ, ୩୫ ସାଧାରଣ ସମ୍ପାଦିକା ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ସଭାନେତ୍ରୀ...