ହେଡଲାଇନସ୍:

ଲଜିଂର ରୁଦ୍ଧ କୋଠରୀରୁ ଯୁବକଙ୍କ ଗଳିତ ଶବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ(ବିଶ୍ୱଜିତ ନାୟକ) :-ନୟାଗଡ ସହରରେ ଥିବା ଏକ ଲଜର ବନ୍ଦ କୋଠରିରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ଏନ୍ଏସି ଅନ୍ତର୍ଗତ ସୁଧାସାହିର ଉମାକାନ୍ତ ମେହର ,ବୟସ 35 ,ବାପା- ଭୁବନ ମେହର ବୋଲି ସୂଚନା ମିଳିଛି । ଉମାକାନ୍ତ 28/11/2019 ତାରିଖରେ ଆସି 2ଦିନ ଧରି ଏହି  ଲଜରେ ରହିଥିଲେ । ଆଜି  ସକାଳୁ ଏଯୁବକ ଜଣକ ରହିଥିବା ରୁମ ନ ଫିଟାଇବା ସହ ରୁମରୁ ଦ୍ରୁଗନ୍ଧ ହେବାରୁ ଲଜ ମାଲିକ ପୋଲିସକୁ ଖବର ଦେଇଥିଲେ ପୋଲିସ ମାଜିଷ୍ଟେଡଙ୍କ ଉପସ୍ତିତିରେ ରୁମ ଭଙ୍ଗା ଜାଇଥିଲା ଏବଂ ଖଟଉପରେ ଜୁବକ ଜଣଙ୍କର  ମୃତ ଦେହ ପଡିଥିଲା । ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା ପରିବାର ଲୋକ ଆସିବାପରେ ପୋଲିସ ମ୍ରୁତ ଦେହ ଉଦ୍ଧାର କରି ବେବଛେଦ ପାଇଁ ପଠାଇଥିଲା ।

0
0
0
s2sdefault