ହେଡଲାଇନସ୍:

 ଶ୍ରୀ ଶ୍ରୀ ଗିରିଗୋବର୍ଧନ ପୂଜା ପାଇଁ କଳସ ଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲିରୁ ନିରାକାର ମେହେର -ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡା ଯାଦବ ଗାଁ ରେ ପ୍ରଭୁ ଶ୍ରୀ ଶ୍ରୀ ଗିରିଗୋବର୍ଧନ ପୂଜା ର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ପ୍ରଭୁ ଶ୍ରୀ ଗିରିଗୋବର୍ଧନ ପୂଜା 16ତମ ପୂଜାରେ କଳସ ଯାତ୍ରା ଯାଦବ ଝରଣରୁ ପାଣି ଉଠାଇ କଳସ ଯାତ୍ରା ଆରମ୍ଭ କରିଥିଲେ | ଏହି କଳସ ଯାତ୍ରା ରେ ଝିଅ ମହିଳା ମାନେ କଳସ ଯାତ୍ରା କରି ଯାଦବ ଝରନ ଆହ୍ୱାନ ପରେ ତିନି ଦିନ ବ୍ୟାପି ବହୁତ ଆୟୋଜକ ଉତ୍ସବ ପାଳନ କରାଯାଏ |ତିନୋଟି ପଞ୍ଚାୟତ କୁ ନେଇ ବହୁତ ଧୁମ ଧାମ ରେ ଯାଦବ ସମାଜ ରେ ଗିରି ଗୋବର୍ଧନ ପୂଜା ପାଳନ କରାଯାଏ |କମିଟି ର ସଭାପତି ମହେଶ୍ୱର ନାଗ, ସମ୍ପାଦକ ହଲଧର ନାଗ, କୋଷାଧକ୍ଷ  କ୍ଷୀରସିନ୍ଦୁ ଯାଲ, ଯାଦବ ସମାଜ ସଭାପତି ସୁରେଶ ବାଗ, କର୍ତ୍ତା ଶ୍ରୀଧର ନାଗ, ଓ ତାଙ୍କର ସ୍ତ୍ରୀ ଚିତ୍ତମଣି ନାଗ, ପୂଜକ କରନେଟ ସ୍ୱର ଦାସ, ଗ୍ରାମବାସି ବୃନ୍ଦ ତଥା ଭଦ୍ରବ୍ୟକ୍ତି ବୁଦ୍ଧିଯିବି ପରିଚାଳନା ରେ ବହୁତ ଧୁମ ଧାମ ରେ ପୂଜା କରାଯାଏ |ଏହି ତିନିଦିନ ବ୍ୟାପି ପୂଜା କାର୍ଯ୍ୟରେ ଜନସାଧାରଣ ଙ୍କ ଶୁଭ ସନ୍ଧ୍ୟା ରେ ନାଟକ, ଡ୍ୟାନ୍ସ, ମେଲୋଡି, ବେଶ ଖୁସି ର ସହ ପରିବେସଣ କରିଥାନ୍ତି |ଓ ଦର୍ଶକ ମାନେ ବହୁତ ଉପଭୋଗ କରିଥାନ୍ତି |

 

0
0
0
s2sdefault