ହେଡଲାଇନସ୍:

ରଘୁନାଥ ହସକ୍ଲବ ପକ୍ଷରୁ ମନ୍ଦିର ସଫେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ହସକ୍ଲବ ତରଫରୁ ଆଜି ଶ୍ରୀରଘୁନାଥଜିଉଙ୍କ ମନ୍ଦିର ସଫେଇ କରାଯାଇଛି । କ୍ଲବର ସଭାପତି ବସନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତା ମନ୍ଦିର ବେଢା, ଗର୍ଭଗୃହ ଓ ନାଟ୍ୟମଣ୍ଡପ ଆଦି ସଫେଇ କରିଥିଲେ ଓ  ବେଢାରେ କୈାଣସି ସାମଗ୍ରୀ ନପକାଇବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଥିଲେ । ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର,ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ  କୁମାର ମହାପାତ୍ର ଓ ଜିଲ୍ଲାପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault