ହେଡଲାଇନସ୍:

ଲଢେଇ ବିଜେପୁର : ସନତଙ୍କୁ ମଇଦାନକୁ ଓହ୍ଲାଇଲା ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସନତ ଗଡ଼ତିଆ ଙ୍କୁ ଟିକେଟ ପ୍ରଦାନ କରିଛି । ଆଜି ମଧ୍ୟାହ୍ନ ରେ କେନ୍ଦ୍ରୀୟ କମିଟି ଦ୍ୱାରା ଏହା ଘୋଷଣା କରାଯାଇଛି । 

     ବର୍ତମାନ ସୁଦ୍ଧା ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । କଂଗ୍ରେସ ରୁ ଦିଲୀପ ପଣ୍ଡା, ବିଜେଡି ରୁ ରୀତା ସାହୁ ଓ ବିଜେପି ରୁ ସନତ ଗଡ଼ତୀଆ ।ଆସନ୍ତା କାଲି  ନାମାଙ୍କନ ର ଶେଷ ଦିନ ହେଇଥିବାରୁ କାଲି ଗୋଟିଏ ଦିନରେ ସମସ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବେ ।

 

0
0
0
s2sdefault