ଭୁବନେଶ୍ୱର:- ଆଜି MDH ମସଲା ର ମାଲିକ ତଥା ମସଲା ଟାଇକୁନ ଶ୍ରୀ ଧରମପାଲ ଗୁଲଟି ଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଶ୍ରୀ ଗୁଲଟି କନ୍ଧମାଳ ଠାରେ MDH ର କାରଖାନା ପ୍ରତିଷ୍ଠା କରିବାର ଇଛା ପ୍ରକାଶ କରିଥିବା ବେଳେ , ସରକାରଙ୍କର ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଗୁଳାଟିଂ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସାକ୍ଷାତ ସମୟରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ ।
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମସଲା ଟାଇକୁନ
- Hits: 2378