ହେଡଲାଇନସ୍:

କଳାହାଣ୍ଡି ୱେବ୍ ମିଡିଆ ସଂଘର ଦିତୀୟ ସାଧାରଣ ବୈଠକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡି ୱେବ୍ ମିଡିଆ ସଂଘ ପକ୍ଷରୁ ଆଜି ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସଂଗଠନ ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଂଘ ର ସଭାପତି ଶ୍ରୀଯୁକ୍ତ ଆଦିତ୍ଯ ମହାନ୍ତି ଙ୍କ ସଭାପତିତ୍ବରେ  ଅନୁଷ୍ଠିତ ଏହି ସଭାରେ କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଳକ ପ୍ରତିନିଧି, ଜିଲ୍ଲା ପ୍ରତିନିଧି ,ଉପଦେଷ୍ଟା ହିମାଂଶୁ ବରାଡ  ଯୋଗଦେବା ସହ ସଂଗଠନ ର ବିଭିନ୍ନ ସମସ୍ୟା ଓ ସଂଗଠନ କୁ  କିପରି ମଜଭୁତ କରି ନିଜ ନିଜ ଭିତରେ ଏକତା ବଜାୟ ରହିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।ଉକ୍ତ ବୈଠକରେ ପାଞ୍ଚ କାର୍ଯ୍ୟକାରିଣୀ ସମ୍ପାଦକ ଦୁଇ କାର୍ଯ୍ୟକାରୀ ସଭାପତି ଓ ଦୁଇ ସହଯୋଗୀ କୋଷାଧ୍ୟକ୍ଷ ଗଠନ କରାଯାଇ ଥିଲା

0
0
0
s2sdefault