ହେଡଲାଇନସ୍:

ବରମୁଣ୍ଡା ଠାରେ ଆନ୍ତଃରାଜ୍ୟ ବସ ଟର୍ମିନାଲ : ଖର୍ଚ ହେବ ୧୬୦କୋଟି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱରରେ ଆନ୍ତଃରାଜ୍ୟ ବାସ ଟର୍ମିନାଲ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି | ବରମୁଣ୍ଡା ଠାରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି | ଏଠି ପାଇଁ ୧୬୦କୋଟି ଟଙ୍କା ଖର୍ଚ ହେବ ବୋଲି ନଗର ଉନ୍ନୟନ, ପଞ୍ଚାୟତିରାଜ, ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି | ଖୁବ ଶୀଘ୍ର କଟକ ଓ ରାଉରକେଲାରେ ଏଭଳି  ଆନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣ  କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି |

0
0
0
s2sdefault