ହେଡଲାଇନସ୍:

ସମାଜସେବୀ ଦୂର୍ଗା ପ୍ରସାଦ ନାଇକଙ୍କ ଦ୍ୱାରା ପୋଷାକ ବଣ୍ଟନ. 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ/ ଆଦିତ୍ୟ ମହାନ୍ତି :କଳାହାଣ୍ଡି ଜିଲ୍ଲା କଲମ ପୁର୍ ବ୍ଲକ ବଡ଼କୁଟୁରୁ ଅରବିନ୍ଦ୍ ପ୍ରାଥମିକ ବିଦ୍ୟାଳୟ ସପ୍ତପୁରୀ ଅମାବାସ୍ୟା ପାଳିତ ହୋଇ ଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବି ଦୂର୍ଗା ପ୍ରସାଦ ନାଇକ ଙ୍କ ଦ୍ଵରା ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇ ଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସ୍କୁଲ ର ସମସ୍ତ ଶିକ୍ଷକ ଏବଂ ଗ୍ରାମ ବାସୀ ସହଯୋଗ କରି ଥିଲେ ।

0
0
0
s2sdefault