ହେଡଲାଇନସ୍:

କ ନୂଆଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜି ଉଦୟଗିରିରୁ ଗଗନ କୁମାର ପ୍ରଧାନ

କ ନୂଆଗାଁ ବ୍ଲକ ସଭା ଗୃହରେ ଜିଲ୍ଲ ପlଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ବର୍ଷା ସତ୍ତ୍ବେ 14 ଟି ପଞ୍ଚାୟତର ବହୁ ଲୋକ ଅଭିଯୋଗ କରିବା ନିମନ୍ତେ ଆସିଥିଲେ । କିନ୍ତୁ ଜିଲ୍ଲାପାଳ ଉକ୍ତ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ । ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵଜିତ୍ ବାରିକ୍ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ତୁଲାଇଥିଲେ । ମୁଖ୍ୟତଃ ଭତ୍ତା, ବାସଗୃହ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଭଳି 64 ଟି ଅଭିଯୋଗ ଶୁଣାଣୀ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଏସପି ପ୍ରତୀକ ସିଂ,  ସିଡିଏମଓ ଡ଼ଃ ସମିର କୁମାର ଦାସ, କ୍ ନୂଆଗାଁ ବିଡିଓ ମନୋଜ୍ କୁମାର ତ୍ରିପାଠୀ ଓ ସମସ୍ତ  ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ l

0
0
0
s2sdefault