ହେଡଲାଇନସ୍:

ବେହାଲ କନ୍ଧମାଳ: ଧୋଇ ହୋଇଗଲା ପୋଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜି ଉଦୟଗିରି/ ଗଗନ ପ୍ରଧାନ : ଗତକାଲି ସକାଳୁ ଭୀଷଣ ବର୍ଷାରେ କିଛିଦିନ ପୂର୍ବରୁ ତିଆରି କରାଯାଇଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଥିଲା | ଯାହା ଫଳରେ ଯାତ୍ରୀ ମାନଙ୍କ ନାହିଁ ନଥିବା ଅସୁବିଧାର ସମୁଖିନ୍ନ କରିଥିବାର ଦେଖିବାକୁ ମିଳିଥିଲା | ଏହି 59ନମ୍ବର  ରାଜପଥ ରାୟଗଡା, କଳାହାଣ୍ଡି ନବରଙ୍ଗପୁର, କୋରାପୁଟ ମାଲକାନଗିରିଜିଲ୍ଲାକୁ  ସଂଯୋଗ କରୁଛି | ଏନେଇ ପ୍ରଶାସନ ତରଫରୁ ବାଲିଗୁଡା ବ୍ଲକ ବିଡ଼ିଓ ନରେଶ ଚନ୍ଦ୍ର ଶବର ଏନଏଚ ଜେଇ ବହୁତ ଜୋରସୋରରେ କାର୍ଯ୍ୟକୁ ସମାପ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି |
ଅନ୍ୟପକ୍ଷରେ  ଲଗାଣ ବର୍ଷାରେ ବେହାଲ୍  ବାଲିଗୁଡା ଅଞ୍ଚଳ । ଲଣ୍ଡାଗାଁ,ଖମଣଖୋଲ ଓ ସୁଡ୍ରା ପଞ୍ଚାୟତରେ ଲୋକଙ୍କ ଘରେ ପଶିଗଲା ବର୍ଷାଜଳ । ଲୋକେ ହନ୍ତସନ୍ତ । ବାଲିଗୁଡା-ଲଣ୍ଡାଗାଁ-ସୋନପୁର ଓ ବାଲିଗୁଡା- ମୋହନଗୀରି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ରାସ୍ତା ଉପରେ ତିନିରୁ ଚାରିଫୁଟ ବର୍ଷାଜଳ ପ୍ରବାହିତ ହେଉଥିବା ଖବର ହସ୍ତଗତ ହୋଇଥିଲା । ବନ୍ୟା ପରିସ୍ଥିତିକୁ ଦେଖି ଲଣ୍ଡାଗାଁ ଅଭିମୁଖେ ବାହାରିଲେ ଦୁଇଟି ଓଡ୍ରାଫ୍ ଟିମ୍ ପହଂଚିଥିଲେ |


0
0
0
s2sdefault