ଶିଶୁମନ୍ଦିର ନୂତନ ଗୃହ ଓ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଅନ୍ତର୍ଗତ ମହିଚଲା ସରସ୍ବତୀ ଶିଶୁମନ୍ଦିର ନୂତନ ଗୃହ ଏବଂ ଜୁନାଗଡ ତହସିଲ୍ ଅନ୍ତର୍ଗତ ମହି ଚଲା ଠାରେ ରାଜସ୍ଵ ନିରୀକ୍ଷକ ନୂତନ କାର୍ଯ୍ୟଳୟ ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ତଥା ଶିଳ୍ପ ଓ ଶକ୍ତି ଗୃହ ବିଭାଗ ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ  ହ ଉଦଘାଟନ କରିଥିବା ବେଳେ ,ସମ୍ମାନିତ ଅତିଥି ଭାବେ ଶ୍ରୀ ଗୋବର୍ଦ୍ଧନ ଦାସ ପୂର୍ବତନ ବିଧାୟକ ଜୁନାଗଡ, ଜୁନାଗଡ଼ ତହସିଲ ଦାର ଉପେନ୍ଦ୍ର ଲୁହା. ମହି ଚଲl ସରପଞ୍ଚ ଅଜୟ ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।

0
0
0
s2sdefault