କେନ୍ଦ୍ରୀୟ ମନବାଧିକାର ସଂଗଠନ ନୂଆଦିଲ୍ଲୀ ଆନୁକୂଲ୍ୟରେ ରାଜ୍ଯ ସ୍ତରୀୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରୀୟ ମନବାଧିକାର ସଂଗଠନ  ନୂଆଦିଲ୍ଲୀ ଆନୁକୂଲ୍ୟରେ ପ୍ରଥମ ରାଜ୍ଯ ସ୍ତରୀୟ ବୈଠକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଏନଏସି 13 ୱାର୍ଡ ସୁନାପାଙ୍ଗl ଠାରେ  ରାଜ୍ଯ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ମନବାଧିକାର ସଂଗଠନ ନୂଆଦିଲ୍ଲୀର୍ ଜାତୀୟ ଚେୟାରମ୍ଯାନ ମିଲେଣ୍ଡ ଦହିୱାଲେ ଓ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ବିଜେଡି ଉପସଭାପତି ବିଜସ୍ଵର ମଲିକ, ଆଇନଜୀବୀ ପ୍ରଦୀପ ପାଣିଗ୍ରାହୀ, ଆଲୋକ ନାୟକ ଯୋଗଦେଇଥିଲେ । ମୁଖ୍ୟ ଅତିଥି ମନବାଧିକାର ସଂଗଠନ ର ମହତ୍ତ ଓ ଏହା ଅସହାୟ ଲୋକଙ୍କୁ କିଭଳି ନ୍ୟାୟ ମିଳିପାରିବ ସେହି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ନୂତନ ଭାବେ ଯୋଗଦେଇ ଥିବା ସମସ୍ତ ସଦସ୍ୟଙ୍କୁ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ପିଟର ନାୟକ, ମନୋଜ ନାୟକ, ରଙ୍କନିଧି ନାୟକ, ସୁନନ୍ଦ ନାୟକ, ବ୍ରଜ ସୁନ୍ଦର ନାୟକ, ଏନ ମିଶ୍ର, ସୁଦର୍ଶନ ମଲିକ, ଲଳିତ ନାୟକ, ପିଙ୍କି ପତ୍ର ଓ ଅନ୍ୟ ମନ ଯୋଗଦେଇଥିଲେ l

0
0
0
s2sdefault