ରାଜେନ୍ଦ୍ର ଢୋଲକିଆ ହେଲେ ନୂଆପଡା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା/ପ୍ରିୟବ୍ରତ ପଣ୍ଡା , ରାଜେନ୍ଦ୍ର ଢୋଲକିଆ ହେଲେ ନୂଆପଡା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ।ଏହି ଖବର ମିଳିଲା ପରେ ବିଭିନ୍ନ ମହଲରୁ ଅଭିନନ୍ଦନ ର ସୁଅ ଛୁଟୁଛି ।ଶ୍ରୀ ଢୋଲକିଆ ଦ୍ଵିତୀୟ ଥର ପାଇଁ ନୂଆପଡା ବିଧାନସଭା ମଣ୍ଡଳୀ ରୁ ବିଜୟ ହୋଇ ବିଧାୟକ ରୂପେ ଦାଇତ୍ୱ ବହନ କରିଛନ୍ତି । ସାମାଜିକ କର୍ମୀ ହିସାବରେ ଶ୍ରୀ ଢୋଲକିଆ ଙ୍କ ବିଶେଷ ପରିଚୟ ରହିଛି ।ବିଭିନ୍ନ ସାମାଜିକ ସଂଗଠନ ମାନେ ଶ୍ରୀ ଢୋଲକିଆଙ୍କ ଏହି ଉପଲବଦ୍ଧି ରେ ଖୁସି ଏବଂ ଆଗାମୀ ଦିନ ରେ ଜିଲ୍ଲା ର ଉନ୍ନତି ରେ ଏହା ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ।

0
0
0
s2sdefault