ଦେବେଶ ଆଚାର୍ଯ୍ୟ ହେଲେ ବରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ର ଯୁବ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଙ୍କୁ ବରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି । ଯୋଜନା ବୋର୍ଡ ର ଅଧ୍ୟକ୍ଷ ହେବା ପରେ ବରଗଡ଼ ର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ସଂଗଠନ ତରଫରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ବେଳେ ବିଧାୟକ ଙ୍କର ସମର୍ଥକ ଙ୍କର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଜଣେ ଯୁବ ବିଧାୟକ ହେଇଥିବାରୁ ଆଗାମୀ ଦିନରେ ତାଙ୍କ ଉପରେ ଜିଲ୍ଲା ବାସୀଙ୍କର ବହୁତ ଆଶା ରହିବ ବୋଲି ଚର୍ଚ୍ଚା ହେଉଛି ।

0
0
0
s2sdefault