ହେଡଲାଇନସ୍:

ବିଶିଷ୍ଟ ସ୍ୱର୍ଣ୍ଣକାର ଭିକ ବଣିଆଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବଲାଙ୍ଗିର /ନିରୋଜ ମିଶ୍ର :  ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗ୍ରାମର ବିଶିଷ୍ଟ ସ୍ୱର୍ଣ୍ଣକାର ଭିକ ବଣିଆଙ୍କ  ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି ।   ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ତିନି ପୁଅ ଧନେଶ୍ୱର, ପ୍ରସନ୍ନ, ରାଜକୁମାର, ତିନି ବୋହୂ, ଦୁଇ ଝିଅ ଶାନ୍ତିଲତା, ବାସନ୍ତି,  ନାତି ମାନସ, ନିବାସ, ନିହାର, ଅଶ୍ୱିନୀ, ଆଶୁ, ଯୀଶୁ,  ନାତୁଣୀ ରୁବି, ଶ୍ରାବଣୀ ତଥା ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ହ୍ୟେସ୍ଥ  ପୁତ୍ର ଧନେଶ୍ୱର ବଣିଆ ମୁଖାଗ୍ନି ଦେଇଥିଲେ ।  ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବିଲେଇସର୍ଡା ଗାଁର ବୟୋଜ୍ୟେଷ୍ଠ  ବ୍ୟକ୍ତି ଭାବରେ ତାଙ୍କର ବେଶ ସମ୍ମାନ ଥିଲା ।

0
0
0
s2sdefault