ପାଟକୁରା(୯୬) ଭାଗ୍ୟଫଳ ଏକାଦଶ ରାଉଣ୍ଡ ପରେ , ଉପରମୁହାଁ ବ୍ୟବଧାନ | ଆଉ ସ୍ଥିତି ଜଳଜଳ ଦେଖାଯାଉଛି |
ଏକାଦଶ ରାଉଣ୍ଡ ପରେ ବିଜେଡି ୬୩୭୮୭ , ବିଜେପି 49060 ଓ କଂଗ୍ରେସ 1617 | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ 14,727 ଭୋଟ ରେ ଆଗୁଆ |
ରାଜ୍ୟ
ପାଟକୁରା(୯୬) ଭାଗ୍ୟଫଳ : ଜୋ ଜିତେଗା ବୋ ସିକନ୍ଦର , ହେଲେ ପରିଣାମ ଜଳଜଳ
- Hits: 658
