ପାଟକୁରା : ଭାଗ୍ୟ ଗଣତିକୁ ନେଇ ଉତ୍କଣ୍ଠା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବହୁଚର୍ଚିତ, ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆଜି। ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5 ଟା ସୁଧା ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଯିବ ସମ୍ଭାବନା ରହିଛି । ୧୮ ଟି ଟେବୁଲ ରେ ୩୦୯ ବୁଥର ଗଣତି ହେବାକୁ ଥିବାବେଳେ କିଏ ଜିତିବେ ତାକୁ ନେଇ ଉତ୍କଣ୍ଠା ବୃଦ୍ଧି ପାଇଛି । ଜନତା ରାୟ ଦେବା ପାଇଁ ବହୁ ଆଗରୁ ମନସ୍ଥ କରିସାରିଛନ୍ତି ବୋଲି ବିଜେପି ନେତା ବିଜୟ ମହାପାତ୍ର କହିଥିବା ବେଳେ ବିଜେଡି ପ୍ରାର୍ଥୀନି ସାବିତ୍ରୀ ଅଗ୍ରବାଲ ଜୀବିବା ନିଶ୍ଚିତ ବୋଲି ବିଜେଡି ଦୃଢ ଆଶା ପୋଷଣ କରିଛି । 

0
0
0
s2sdefault