ଗୌରବମୟ ଦିନ, ସ୍ମରଣୀୟ ମୁହୂର୍ତ୍ତ : ଇସ୍ରୋ ପକ୍ଷରୁ ପ୍ରକ୍ଷେପିତ ହେଲା ଚନ୍ଦ୍ରୟାନ 2

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଆଜି ଭାରତ ଓ ସବୁ ଭାରତୀୟଙ୍କ ପାଇଁ ଗୌରବମୟ ଦିନ | ଆଉ ସତରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ  | ସଫଳତାର ସହ ଇସ୍ରୋଜେ ବୈଜ୍ଞାନିକ ମାନଙ୍କ ନିରବଛିନ୍ନ ଉଦ୍ୟମ ସଫଳ ହୋଇଛି | ଇସ୍ରୋ ପକ୍ଷରୁ ସଫଳତାର ସହ ପ୍ରକ୍ଷେପିତ ହୋଇଛି ଚନ୍ଦ୍ରୟାନ ୨ ଓ ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାନିତ ହୋଇ ପାରିଛି |

 

0
0
0
s2sdefault