ବର୍ଷା ଅଭାବ : ଚାଷୀଙ୍କ ମୁଣ୍ଡରେ ଚଡ଼କ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଚିନ୍ତାରେ ଚାଷୀ ବର୍ଷା ଅଭାବରୁ ଚାଷ କାମ ଆଗେଇ ପାରୁନି I ଆରମ୍ଭରୁ ଟିକେ ବର୍ଷା ହୋଇଥିଲା ଆଶା ଥିଲା ଚାଷ ଭଲ ହେବ l ବୁଣା ଓ ରୁଆ ଧାନ ଜମି ଫାଟି ଆଁ କରିଛି l ଚାଷୀମାନେ ଗତ ବର୍ଷର ମରୁଡ଼ି ସହାୟତା ରାଶି ପାଇ ନ ଥିବା ଜଣାପଡ଼ିଛି l ଏ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ  ହୋଇଥିଲେ ମଧ୍ୟ୍ୟ କୌଣସି ଫଳ ମିଳିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l ସେହିପରି ଯାନ୍ତ୍ରିକ ମେସିନ ଚାଷ କାମରେ ବ୍ୟବହୃତ ହେଉଥିବା ଡ଼ିଜେଲ ଚାଷୀମାନଙ୍କୁ ସବସିଡ଼ି ଦେବାର ବ୍ୟବସ୍ଥା କରିବାକୁ ବାକୁ ଦାବି କରାଯାଉଛି |

0
0
0
s2sdefault