ହେଡଲାଇନସ୍:

ରେଢ଼ାଖୋଲରେ ରାଷ୍ଟ୍ରୀୟ ଲୋକ ଅଦାଲତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଏସଡ଼ିଜେଏମ୍ ଅଞ୍ଜଳୀ ମାଛଖଣ୍ଡ ,ସରକାରୀ ଓକିଲ ଜନକ ବାଘ, ନାରାୟଣ ତ୍ରୀପାଠୀ ,ଶ୍ରୀଯୁକ୍ତ କୁଲୁ ପ୍ରମୁଖ ଯୋଗ ଦେଇ ୩ଟି ସିଭିଲ କେସ୍ ବିଚାର କରିବା ସହ ସ୍ଥାନୀୟ କାନାରା ବ୍ୟାଙ୍କ ର ୨ ଟି ମାମଲାର ୬ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରିଥିଲେ I

0
0
0
s2sdefault