ହେଡଲାଇନସ୍:

ରେଢ଼ାଖୋଲ ରେ ବାହୁଡ଼ା ଯାତ୍ରା ସଂପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେ ବାହୁଡା ଯାତ୍ରା ସଂପନ୍ନ ହୋଇଯାଇଛି I ବାହୁଡ଼ା ଯାତ୍ରାରେ ୨ ଦିନ ଧରି ରଥଟଣା ପରେ ଶାନ୍ତି ଶୁଙ୍ଖଳା ସହ ପହଞ୍ଚିଥିବା ବେଳେ ତିନି ଠାକୁରଙ୍କୁ ପହଣ୍ଡି କରି ଗମ୍ଭିରା କୁ ପ୍ରବେଶ କରିଛନ୍ତି I ପାଣିପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତିଙ୍କ ସମାଗମ ହୋଇଥିଲା I ରାଜ ପରିବାର ପୁଥିରାଜ ଚନ୍ଦ୍ର ଦେଓ ଛେରା ପହଁରା କରିଥିଲା I ଏହି ଯାତ୍ରା କୁ ରେଢ଼ାଖୋଲ ଉପଜିଲ୍ଲାପାଳ ବିଶି କେସନ ଦେହୁରୀ ,ଡେପୁଟିକଲେକ୍ଟର ଅମ୍ଳାନ ଅପରାଜିତ ମିଶ୍ର ,ଦେବତ୍ତୋର ବୋର୍ଡ ସଭାପତି ଅରୁଣ ପ୍ରଧାନ ,ଜିଲ୍ଲାପରିଷଦ ପ୍ରଦୀପ ପ୍ରଧାନ ,ବ୍ରହ୍ମା ସମାଜ ସଭାପତି ପଞ୍ଚାନନ ପୁରୋହି,ଏନ୍ଏସି ଅଧ୍ୟକ୍ଷା ସଂନ୍ଧ୍ୟାରାଣ ଦେହୁରୀ ,ସୁନିଲ ପ୍ରଧାନ,ପ୍ରମୁଖ ଯୋଗ ଦେଇଥିଲା ଇ ସେହିପରି ଯାତ୍ରାରେ ଶାନ୍ତି ଶୁଖଳା ବଜାୟ ରଖିବା ପାଇଁ ରେଢ଼ାଖୋଲ ପୋଲିସ ଏସଡିପିଓ ହାଡଡିବନ୍ଧୁ ସ୍ୱାଇଁ ,ଥାନା ଆଧିକାରୀ ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ପୋଲିସ ସଦଳ ନିୟୋଜିତ ହୋଇଥିଲା  Iସୁନା ବେଖ ,ପରେ ତିନି ଠାକୁର ଗୁଡ଼ି ଗମ୍ଭିରାକୁ ପ୍ରବେଶ ପ୍ରବେଶ କରିଥିଲେ

0
0
0
s2sdefault