ହେଡଲାଇନସ୍:

ପ୍ରତ୍ୟେକ ବ୍ୟକ୍ତି ରକ୍ତ ଦାନ କରିବା ଉଚିତ : ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବିଶ୍ୱରକ୍ତ ତାଦା ଦିବସ ଅବସରେ ସ୍ଥାନୀୟ ସିଡିଏମଓ କସଫରେନ୍ସ ହଲରେ ଏକ ବୌଠକ ଅନୁଷ୍ଚିତ ହୋଇଥିଲା | ଏଠାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଲ ଅରିନ୍ଦମ ଡାକୁଆ ଉପସ୍ଥିତ  ଥିଲେ | ଜିଲ୍ଲାପାଲ ଥେଲେସିମିଆ ରୋଗୀକୁ ପୋଷ୍ୟସନ୍ତାନ କରାଯିବା , ସିଏଚ୍ ସି , ବ୍ଲକ ଓ ପଞ୍ଚାୟତ, ସ୍ତରରେ ରକ୍ତ ଦାନ ଶିବିର କରିବା ସପ୍ତାହକୁ ଗୋଟିଏ ଦିନ ରକ୍ତଦାନ ଶିବିର କରିବାକୁ ସ୍ୱେଚ୍ଛା କୃତ ସଂଗଠନ ମାନଙ୍କୁ କୁହାଯାଇଥିଲା | ଆଗାମୀ ଦିନରେ ରକ୍ତ ନମିଲିବାରୁ କୌଣସି ରୋଗୀ ଯେମିତି ନ ମରନ୍ତୁ ତାହା ପ୍ରତି ଆମେ ସଚେତନ ହେବା ବୋଲି କହିଥିଲେ | ରକ୍ତ ଦାନ ଜୀବନ ଦାନ ସହିତ ସମାନ ଓ ପ୍ରତ୍ୟେକ ବ୍ୟକ୍ତି ରକ୍ତ ଦାନ କରିବା କଥା ବୋଲି କହିଥିଲେ ମଧ୍ୟ କହିଥିଲେ | ଏଠାରେ  ସ୍ୱେଚ୍ଛା କୃତ ରକ୍ତ ଦାତା ଓ 18 ଟି  ସଂଗଠନକୁ ପୁରସ୍କୃତ କରାଯାଇଥିଲା | ରକ୍ତ ଭଣ୍ଡାର ର କର୍ମଚାରୀ  ଡା. ପ୍ରଞା ପରିମିତା ନାୟକ, ସେଖର ସରିଫ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୁର୍ଯ୍ୟମଣି ଦାସ, ରଞ୍ଜନ ବରାଡ, ଆଞାଚକ୍ର ମଲ୍ଲିକ, ଅଶୋକ ଧଲ ଓ ସୁଶିଲ ସୁନା ଉପସ୍ଥିତ ଥିଲେ |

0
0
0
s2sdefault