ହେଡଲାଇନସ୍:

ତହସିଲ ଅଫିସରେ କର୍ମଚାରୀ ଅନୁପସ୍ଥିତ, ଲୋକେ ହନ୍ତସନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡି/ତୁଲମଣି ନାଗ      କଳାହାଣ୍ଡି ଜିଲ୍ଲା କର୍ଲlମୁଣ୍ଡା ବ୍ଲକ ସଦର ତହସିଲ ଅଫିସରେ କର୍ମଚାରୀ ମାନଙ୍କ ଅନୁପସ୍ଥିତି  ଯୋଗୁଁ ଦିନକୁ ଦିନ ଅଂଚଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ସୂଚନା ମତେ କିଛି ଦିନ ହେବ  କର୍ଲlମୁଣ୍ଡା ତହସିଲ କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ କିରାଣୀ ମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସିବା, କାର୍ଯ୍ୟାଳୟରେ ବସିବା ପରିବର୍ତେ ବିଭିନ୍ନ ଚା ଦୋକାନ, ପାନ ଦୋକାନ, ହୋଟେଲ ମାନଙ୍କରେ ବୁଲୁଥିବା ଦେଖିବାକୁ ମିଳୁଛି , ଯାହା ଦ୍ୱାରା ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକେ ହଇରାଣ ହେବାର ଅଭିଯୋଗ କରିଛନ୍ତି l ଏ ନେଇ କର୍ଲ।ମୁଣ୍ଡା ତହସିଲଦାର ଅବନିକାନ୍ତ ସାହୁଙ୍କୁ ପଚାରିବାରୁ ମୁଁ ଭବାନୀପାଟଣା କୁ ଭୋଟ ଗଣତି ଟ୍ରେନିଂ ପାଇଁ ଆସିଛି , ମୁଁ ଗଲାପରେ ତଦନ୍ତ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।

0
0
0
s2sdefault