ହେଡଲାଇନସ୍:

ଦାଦନ ଖଟିବାକୁ ଯାଇଥିଲେ, ଏବେ ପତ୍ତା ମିଳୁନି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଗଡ଼ ରୁ ସୁଶାନ୍ତ ରାଉତ

କଳାହାଣ୍ଡି  ଧର୍ମଗଡ଼ ପାଇଁ ଥମୁନି ଦାଦନ ଯନ୍ତ୍ରଣା । ଦାଦନ ଖଟିବାକୁ ଯାଇ ପୁଣି ଜଣେ ଶ୍ରମିକ ନିଖୋଜ ହୋଇଥିବା ଜଣାପଡ଼ିଛି । ନିଖୋଜ ଶ୍ରମିକ ଜଣକ ହେଲେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁୁମେରଗୁଡା ପଞ୍ଚାୟତ କିର୍କାକାନିର ଧର୍ମୁ ମାଝୀ (୩୫) । ଦାଦନ ଖଟିବାକୁ ଯାଇଥିବାବେଳେ ହାଇଦ୍ରାବାଦରେ ନିଖୋଜ ହୋଇଯିବା ଅଭିଯୋଗ ହୋଇଛି । ସୂଚନାମତେ (ଖରିଆର) ବମନୀଗୁଡା ତାଙ୍କ ସଲା ସହିତ ଗତ ଜାନୁୟାରୀରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସାଙ୍ଗରେ ଯାଇଥିବା ବନ୍ଧୁମାନେ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ । ପରେ ତାଙ୍କ ପରିବାରକୁ ଫୋନ ଯୋଗେ ଜଣାଇଥିଲେ.।

0
0
0
s2sdefault