ହେଡଲାଇନସ୍:

ଦୁର୍ଘଟଣାରେ ମୃତ୍ୟୁ : ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ଜଗତଗଡ଼ ଛକ ରେ ବିଳମ୍ବିତ ରାତିରେ ଘଟିଛି ମରତଦୁନ୍ତ ଦୁର୍ଘଟଣା। ସବଡେଗା ବ୍ଲକ ଅନ୍ତର୍ଗତ କନିକା ଗ୍ରାମର ପିଥୁ ଓରାମ ବୋଲି ବ୍ୟକ୍ତି କୁ ଓଡ଼ି୦୪ଏଲ୧୦୯୪ ଟ୍ରଲର ପଛପଟୁ ଧକ୍କା ଦେଇଛି । ଯାହାଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ ଓ ତାଙ୍କ ଶରୀର ପୁରାପୁରି ଦଳିଚକଟି ହୋଇଛି । ଏହା ବିଜୁ ଏକ୍ସପ୍ରେସ ଓୟେ ହୋଇଥିବାରୁ  ବହୁତ ସମୟ ଧରି ଅବରୋଧ ହୋଇ ରହିଥିଲା ଜନସାଧାରଣଙ୍କ ଦ୍ୱାରା ।

0
0
0
s2sdefault