ହେଡଲାଇନସ୍:

ଗଣ୍ଡଗୋଳ କରି ୨ ପଡୋଶୀ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ଚାରମାଳ ଥାନା ଚୂଡାପୁଡୁଗ ଗାଁ ର ଦୁଇ ପଡୋଶୀ ସୁରେଶ ଖାଡିଆ(୨୨) ଓ ଶିରି ଖାଡ଼ିଆ (୫୫)ଙ୍କୁ ପୁଲିସ ଗିରଫ କରିଛି I ମଙ୍ଗଳବାର ରାତିରେ ସୁରେଶ ଖାଡ଼ିଆ ମୋବାଇଲ ଫୋନରେ ଶିରି ଖାଡିଆ ର ପୁଅ କଥାବାର୍ତ୍ତା କରୁଥିବା ବେଳେ ସୁରେଶ ଉତକ୍ଷିପ୍ତ ହୋଇ ବାରଣ କରିଥିଲେ I ଏଥିରେ ସୁରେଶ ଓ ଶିରି ହାତାହାତୀ ହୋଇଥିଲେ I ଉଭୟ ଙ୍କ ପକ୍ଷରୁ ପରେ ଚାରମାଳ ଥାନା ରେ ମାମଲା ରୁଜୁ ପରେ ପୁଲିସ ସୁରେଶ ଓ ଶିରି ଙ୍କୁ ଗିରଫ କରିଛି I ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି I

0
0
0
s2sdefault