ହେଡଲାଇନସ୍:

ମଦ ଜବତ ,ମହିଳାଙ୍କ ସହ ୩ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ

ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ପୁଥକ ସ୍ଥାନରେ ଚଢ଼ାଉ କରାଯାଇ ବୁଧବାର ବେଆଇନ ମଦ କାରବାର ଅଭିଯୋଗ ରେ ଜଣେ ମହିଳା ଙ୍କ ସହ ୩ ଜଣଙ୍କୁ ଗିରଫ କରିଛି I ଚଢ଼ାଉରେ ୬୫ କେଜି କୁସୁନା ପୋଚ ସହ ୪୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି I ଗିରଫ ଅଭିଯୁକ୍ତ ମାନେ ହେଲେ , ନାକ୍ଟିଦେଉଳ ଥାନା ମାରଓ୍ୱାଡ଼ି ମୁଣ୍ଡାର କାଞ୍ଚନ ମୁଣ୍ଡା (୩୮) ସେହି ଗାଁର ବାବୁଲି ମୁଣ୍ଡା (୩୮)ଓ  ବାଗବର ଗାଁ ର ଯୁଧିଷ୍ଠିର ମୁଣ୍ଡା (୫୪)ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

0
0
0
s2sdefault