ହେଡଲାଇନସ୍:

ଘର ଘର ଯାଇ କ୍ଷତି ଆକଳନ କାର୍ଯ୍ୟ ମଇ ୨୨ ତାରିଖ ସୁଦ୍ଧା କରାଯିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ, ବିଭାଗୀୟ କର୍ମଚାରୀ ଦଳ ଘର ଘର ଯାଇ କ୍ଷତି ଆକଳନ କରିବେ । ଘର, ଫସଲ, ପ୍ରାଣୀ ସମ୍ପଦ, ଡଙ୍ଗା ଓ ଜାଲ, ମାଛ ପୋଖରୀ, ମାଛ ଯାଁଳ କେନ୍ଦ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବେ । ଏହି କାର୍ଯ୍ୟ ମଇ ୨୨ ତାରିଖ ସୁଦ୍ଧା କରାଯିବ । ତେଣୁ ଏହି ଅବସରରେ ଜନସାଧାରଣ ସହଯୋଗ କରିବା ପାଇଁ ବୋଲି ଏସଆରସି ଓଡିଶାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି | 

 

0
0
0
s2sdefault