ହେଡଲାଇନସ୍:

କଡା ସୁରକ୍ଷା ରେ ଚାଲିଛି ସାନି ମତଦାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ '- ଗତ 18 ତାରିଖ ଦିନ ଦ୍ଵିତୀୟ ପର୍ଯାୟ ର ମତଦାନ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଡଭା ବୁଥ ରେ ମତଦାନ ବାଧାପ୍ରାପ୍ତ ହେଇଥିଲା । ଯାହାଫଳରେ କି ଉକ୍ତ ବୁଥର ମତଦାନ କୁ ସ୍ଥଗିତ ରଖାଯାଇଥିଲା । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି କ୍ରମେ ଆଜି ଉକ୍ତ ବୁଥରେ ମତଦାନ କରାଯାଉଛି । ମଦାଦାନ କାର୍ଯକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ବୁଥ ରେ ଉପସ୍ଥିତ ଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

0
0
0
s2sdefault