ଥବିର ସାହୁ ଙ୍କ ପରଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡଜ଼ିଲ୍ଲା ବିଜେପୁରବ୍ଲକ ତାଳପଦର ଗ୍ରାମ ର ଥବିରସାହୁ (୯୨ବର୍ଷ)ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀଥିଲେ । ସେ ଜଣେମେଳାପି,ପରୋପକାରୀ,ଧର୍ମପରାୟଣ ବ୍ୟକ୍ତିଥିଲେ । ତାଙ୍କ ଶେଷ ସମୟରେ ୩ ବଡ଼ ପୁଅ ସୁବାସ,ପୀତବାସ,ଓ ହୃଦମଣି ଝିଅ ତପେଶ୍ବରୀ ତଥା ପରିବାରବର୍ଗ ଉପସ୍ଥିତ ଥିଲେ। ଶବଦାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ଶୋକପ୍ରକାଶ ପାଇଛି।

0
0
0
s2sdefault