ହେଡଲାଇନସ୍:

ନିର୍ବାଚନ ପରିଚାଳନାରେ ନିୟୋଜିତ ହେବେ ୧୧୬୫୭ ପୁଲିଂ ଅପିଂସର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/Jayashankar Dash :ଯାଜପୁର ହିଲଳାରେ  ଗୋଟିଏ ଲୋକ ସଭା ଓ ୭ ଗୋଟି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଚ୍ଥି ୧୬୧୯ ଗୋଟି ବୁଥ୍ ।  ସମସ୍ତ ବୁଥ୍ ଗୁଡିକୁ ଏକାଧିକବାର ଅନୁଧ୍ୟାନ କରାଯାଇଚ୍ଥି ।  ବୁଥ୍ ମାନଙ୍କରେ ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ରାମ୍ପ ଓ ଶୈାଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଚ୍ଥି ।  ଭିନ୍ନକ୍ଷମ ମତଦାତାଙ୍କ ପାଇଁ ବୁଥ୍ ମାନଙ୍କରେ ହୁଇଲ ଚେୟାର ସହ ସ୍କାଉଟ, ଏନ୍.ସି.ସି. ର ସ୍ୱେଚ୍ଚ୍ଥାସେବକ  ମାନଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି ।  ଭିନ୍ନକ୍ଷମ ଭୋଟର ମାନଙ୍କୁ ଚିହ୍ନଟ ସହ ସେମାନଙ୍କୁ  ସେମାନଙ୍କ ଘରୁ ଆଣିବା ଓ ମତଦାନ ପରେ ଘରକୁ ପେଂରେଇ ନେବାର ବ୍ୟବସ୍ଥାକୁ ପ୍ରଶାସନ ଚୁଡାନ୍ତ କରିଚ୍ଥି ।  ବୁଥ୍ ମାନଙ୍କରେ  ଭୋଟର ମାନଙ୍କର ସୁବିଧା ପାଇଁ ଚ୍ଥାଇର ବ୍ୟବସ୍ଥା ମଧ୍ୟ କରାଯାଇଚ୍ଥି ।  ଏହି ନିର୍ବାଚନକୁ ପରିଚାଳନା ପାଇଁ ପୁଲିଂ ଅପିଂସର ମାନଙ୍କୁ ତିନି ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆଯାଇଚ୍ଥି ।  ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅପିଂସର ୩ ଥର ଲେଖାଏଁ ପ୍ରଶିକ୍ଷଣ ନେଇଥିବା ବେଳେ ଶେଷ ପର୍ଯ୍ୟାୟରେ ସମସ୍ତ ପୁଲିଂ ପାର୍ଟି ମାନଙ୍କୁ ପ୍ରଶିକ୍ଷିତ କରାଯାଇଚ୍ଥି ।  ୧୧୬୫୭ ଜଣ ପୁଲିଂ କାର୍ଯ୍ୟରେ ନିୟୋଜିତ ହେବେ ।  ଗ୍ରୁପ ‘ଏ’ ର ୫୦୪ ଜଣ,  ଗ୍ରୁପ ‘ବି’ ର ୨୦୨୮ ଜଣ, ଗ୍ରୁପ ‘ସି ’ ର ୬୬୭୬ ଜଣ ଓ ଗ୍ରୁପ ‘ଡି’ ର ୨୪୪୯ ଜଣ ପୁଲିଂ ଅପିଂସରଙ୍କୁ ଚିହ୍ନଟ କରାଯାଇ ପ୍ରଶିକ୍ଷିତ କରାଯାଇଚ୍ଥି ।  ସେଥିରେ ବିଂଝାରପୁର ପାଇଁ ୧୭୨୧, ବରୀ ପାଇଁ ୧୬୧୩, ବଡଚଣା ପାଇଁ ୧୪୮୩, ଧର୍ମଶାଳା ପାଇଁ ୧୮୫୮, ଯାଜପୁର ପାଇଁ ୧୮୫୦, କୋରେଇ ପାଇଁ ୧୫୨୬, ସୁକିନ୍ଦା ପାଇଁ ୧୬୦୬ ଜଣ ପୁଲିଂ ଅପିଂସର ମାନଙ୍କୁ ନିୟୋଜିତ କରାଯାଇଚ୍ଥି ।  ସେହିପରି ୧୭୩ ଜଣ ସେକ୍ଟର ଅପିଂସରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ପ୍ରଶିକ୍ଷିତ କରାଯାଇଚ୍ଥି । 

0
0
0
s2sdefault